ରାଜନୀତିରାଜ୍ୟ

ବାଲେଶ୍ୱର ଲୋକସଭା ଆସନ ସହ ଆଉ ୯ ବିଧାନସଭା ଆସନ ପାଇଁ  ବିଜେଡିର ପ୍ରାର୍ଥୀ ଘୋଷଣା ।

ଭୁବନେଶ୍ୱର/୧୧/୦୪ – ବାଲେଶ୍ୱର ଲୋକସଭା ଆସନ ସହ ଆଉ ୯ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କଲା ବିଜେଡି। ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଦେଖନ୍ତୁ ତାଲିକା …..

ନିକଟରେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ  ଘୋଷଣା କରିଛି ଦଳ ।
ଏଥିସହ ୯ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି ।

ବିଧାନ ସଭା ଆସନ ଗୁଡ଼ିକ ହେଲା ..

ଲକ୍ଷ୍ମୀପୁର- ପ୍ରଭୁ ଜାନିଙ୍କୁ
ପାରାଦୀପ- ଗୀତାଞ୍ଜଳି ରାଉତରାୟ
ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ
ରେଢ଼ାଖୋଲ- ରୋହିତ ପୂଜାରୀ
ତେଲକୋଇ- ମାଧବ ସର୍ଦ୍ଦାର
ତାଳଚେର- ବ୍ରଜ ପ୍ରଧାନ
ନର୍ଲା-ମନୋରମା ମହାନ୍ତି
ବାଲିଗୁଡ଼ା- ଚକ୍ରମଣି କହଁର
ଭୁବନେଶ୍ୱ ମଧ୍ୟ- ଅନନ୍ତ ନାରାୟଣ ଜେନା

Show More

Related Articles

Back to top button