
ଦୁଇ ଘଣ୍ଟା ପୂର୍ବରୁ ଛାଡିଥିଲେ ବିଜେପି
ଭୁବନେଶ୍ୱର/୦୭/୦୪ – ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର। ଆଜି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିଯେପିରୁ ଇସ୍ତଫା ଦେବାନେଇ ପୋଷ୍ଟ କରି ସୂଚନା ଦେବାର ଦୁଇ ଘଣ୍ଟା ପାରେ ବିଜେଡିରେ ଯୋଗ ଦେଇଛନ୍ତି ।
ବିଜେପିରେ ଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ ଲେଖାଶ୍ରୀ । କିନ୍ତୁ ଏବେ ସବୁକିଛି ଓଲଟ ପାଲଟ ହୋଇଯାଇଛି ।