ରାଜନୀତିରାଜ୍ୟ

ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା; ୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ।

ଭୁବନେଶ୍ୱର/୨୦/୦୪ – ବିଜେଡି ଆଜି ତା’ର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୬ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ୬ ଆସନକୁ ମିଶାଇ ବିଜେଡି ଏପର୍ଯ୍ୟନ୍ତ ୧୪୧ ଆସନରେ ପ୍ରାର୍ଥୀ ଘୋଷଣା କରିଛି ।

ହିନ୍ଦୋଳ – ମହେଶ ସାହୁ
କାକଟପୁର – ତୁଷାରକାନ୍ତି ବେହେରା
ବାଙ୍ଗିରିପୋଷି – ରଞ୍ଜିତା ମାରାଣ୍ଡି
ବାଲିକୁଦା-ଏରସମା – ଶାରଦା ପ୍ରସାଦ ଜେନା
ବରି – ବିଶ୍ୱରଞ୍ଜନ ମଲ୍ଲିକ
ରଘୁନାଥପଲ୍ଲୀ – ଅର୍ଚ୍ଚନା ରେଖା ବେହେରା

Show More

Related Articles

Back to top button