ରାଜନୀତିରାଜ୍ୟ

ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ।

ଭୁବନେଶ୍ୱର/୦୩/୦୪ – ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଉ ୨୭ ବିଧାନସଭା ପ୍ରାର୍ଥୀ ଓ  ୫ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଲେ ପ୍ରାର୍ଥୀଙ୍କ ନାଁ ଘୋଷଣା । କେନ୍ଦୁଝରରୁ ଲୋକସଭା ପ୍ରାର୍ଥୀ ଭାବେ ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ୍ଙ୍କୁ ଦଳ ଟିକେଟ ଦେଇଛି । ଦେଖନ୍ତୁ ପୁରା ତାଲିକା …..

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ……

ବ୍ରଜରାଜନଗର- ଅଳକା ମହାନ୍ତି
ଝାରସୁଗଡ଼ା- ଦୀପଳି ଦାସ
ତଳସରା- ବିଜୟ ଟପ୍ପୋ
ସୁନ୍ଦରଗଡ଼- ଯୋଗେଶ ସିଂହ
ରାଜଗାଙ୍ଗପୁର-ଅନୀଲ ବରୁଆ
ବଣାଇ- ଭୀମସେନ ଚୌଧୁରୀ
ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌
ଉଦଳା- ଶ୍ରନାଥ ସୋରେନ୍‌
ବାରିପଦା- ସାନନ୍ଦ ମାରାଣ୍ଡି
ବଡ଼ସାହି- ଅନସୂୟା ପାତ୍ର
ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ
ସୋର- ମାଧବ ଧଡା
ଆଠ ମଲିକ- ନଳିନୀ ପ୍ରଧାନ
ବୀରମହାରାଜପୁର- ପଦ୍ମନାଭ ବେହେରା
ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ- ଜୟଶ୍ରୀ କହଁର
ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ- ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ
ଭୁବନେଶ୍ୱର ଏକାମ୍ର- ଅଶୋକ ପଣ୍ଡା
ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ
ଆସିକା- ମଞ୍ଜୁଳା ସ୍ୱାଇଁ
ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ
ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ

ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ….


ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ବରଗଡ଼- ପରିଣୀତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର – ଧନୁର୍ଜୟ ସିଦ୍ଧୁ୍

Show More

Related Articles

Back to top button