Day: 18 April 2024
- Apr- 2024 -18 Aprilରାଜନୀତି
ରାଜ୍ୟର ୩୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି ।
ଭୁବନେଶ୍ୱର/୧୮/୦୪ – ୨୦୨୪-ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍ମୀ ପାର୍ଟିର ପ୍ରଥମ…
Read More » - 18 Aprilକେନ୍ଦୁଝର
ପଦ୍ମ ଧରିଲେ ଯୋଡ଼ା ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦାସ ।
ଭୁବନେଶ୍ୱର/୧୮/୦୪ – ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡ଼ି ନେତା ତଥା ଯୋଡ଼ା…
Read More » - 18 Aprilକେନ୍ଦୁଝର
ଜଙ୍ଗଲ ଭିତରେ ମହିଳାଙ୍କୁ ଦଳିଦେଲା ଦନ୍ତା ।
ବଡ଼ବିଲ/୧୮/୦୪ – ବଡ଼ବିଲ ରେଞ୍ଜ ଗୁଆଲି ପଞ୍ଚାୟତ ନୂଆଗାଁରେ ଅଘଟଣ । ମହିଳାଙ୍କୁ…
Read More » - 18 Aprilରାଜନୀତି
ଭୁବନେଶ୍ୱର ଲୋକସଭା ଏବଂ ୭ଟି ବିଧାନସଭା ଆସନରେ ଲଢିବ ସି.ପି.ଆଇ.ଏମ୍ ।
ଭୁବନେଶ୍ୱର/୧୮/୦୪ – ଓଡ଼ିଶାର ଭୁବନେଶ୍ୱର ଲୋକସଭା ଏବଂ ସାତୋଟି ବିଧାନସଭା ଆସନରେ ଲଢିବ…
Read More » - 18 Aprilରାଜନୀତି
ଶଙ୍ଖ ଛାଡ଼ି ହାତ ଧରିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ତଥା ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ।
ଭୁବନେଶ୍ବର/୧୮/୦୪ – ଶଙ୍ଖ ଛାଡ଼ି ହାତ ଧରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ତଥା…
Read More » - 18 Aprilରାଜନୀତି
ଶଙ୍ଖ ଧରିଲେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
ଭୁବନେଶ୍ୱର/୧୮/୦୪ – ବିଜେଡିରେ ସାମିଲ ହେଲେ ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।…
Read More » - 18 Aprilରାଜନୀତି
କଂଗ୍ରେସର ଆଉ ୪ଟି ବିଧାନସଭା ଆସନପାଇଁ ପ୍ରାର୍ଥୀ ଘୋଷଣା ।
ଭୁବନେଶ୍ୱର/୧୮/୦୪ – କଂଗ୍ରେସ ଆଜି ଆଉ ୪ଟି ବିଧାନସଭା ଆସନପାଇଁ ପ୍ରାର୍ଥୀ ଘୋଷଣା…
Read More » - 18 Aprilରାଜନୀତି
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ମେ’୧୩ରେ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ହେବ ମତଗ୍ରହଣ ।
ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ । ଏପ୍ରିଲ ୨୬ରେ…
Read More »