ଅପରାଧରାଜ୍ୟ

କେନ୍ଦୁଝର ଟାଉନ ଥାନା ପୋଲିସ ଠକେଇ ଅଭିଯୋଗରେ ୩ଜଣ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି 

ଅଭିଯୁକ୍ତମାନେ ଏକ ସିକ୍ୟୁରିଟି ଏଜେନ୍ସିକୁ ଟେଣ୍ଡର କରାଇଦେବୁ କହି ସିକ୍ୟୁରିଟି ସଂସ୍ଥାର ପରିଚାଳକଙ୍କ ଠାରୁ ଦୁଇଟି କିସ୍ତିରେ ୫୦ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା

ଦେଖନ୍ତୁ ଭିଡିଓ
Show More

Related Articles

Back to top button