ରାଜନୀତିରାଜ୍ୟ

ଓଡ଼ିଶା ବିଧାନସଭା ଆସନ ଲାଗି ଆସିଲା ବିଜେପିର ୬ ଆସନରେ ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍

ଭୁବନେଶ୍ୱର, ୦୨/୦୪ – ଗୁରୁବାର ଦିନ ଆଉ ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ୬ଟି ଯାକ ଆସନରେ ସବୁ ନୂଆମୁହଁ ଦେଇଛି ବିଜେପି ।

ପ୍ରାର୍ଥୀ ତାଲିକା ….
ବାରବାଟୀ-କଟକ – ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ଘସିପୁରା – ଶମ୍ଭୁନାଥ ରାଉତ
ଭୋଗରାଇ – ଆଶିଷ ପାତ୍ର
ଭଣ୍ଡାରୀପୋଖରୀ – ସୁଧାଂଶୁ ନାୟକ
ବରୀ – ଉମେଶ ଜେନା ଓ
ବେଗୁନିଆ – ପ୍ରକାଶ ରଣବିଜୁଳିଙ୍କୁ

କୋରେଇରେ ପ୍ରାର୍ଥୀ ସଂଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ମା’।

Show More

Related Articles

Back to top button