କେନ୍ଦୁଝରଜିଲ୍ଲାରାଜନୀତି

ଚମ୍ପୁଆ ବିଧାନସଭା ଆସନପାଇଁ ମୁରଲୀ ମନୋହର ଶର୍ମାଙ୍କ ନାଁ ଘୋଷଣା ପରେ ତାଙ୍କ ହୋମ୍ ଟାଉନ୍ ବଡ଼ବିଲରେ ସେଲିବ୍ରେସନ୍

ବଡ଼ବିଲ, ୨୭/୦୪ – ଚମ୍ପୁଆ ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁରଲୀ ମନୋହର ଶର୍ମାଙ୍କ ନାଁ ଘୋଷଣା କରାଯିବାପରେ ଚମ୍ପୁଆ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଏକ ପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ମୁରଲୀଙ୍କ ହୋମ୍ ଟାଉନ ବଡ଼ବିଲରେ ସମର୍ଥକ ଓ କର୍ମକର୍ତ୍ତା ଉତ୍ସାହିତ ହୋଇ ସେଲିବ୍ରେସନ୍ କରିଛନ୍ତି । ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ସହ ନାରାବାଜି କରିଛନ୍ତି । ଆଗାମୀ ନିର୍ବାଚନରେ ବିଜେପି  ନିଶ୍ଚିତ ଭାବରେ ଚଂପୁଆରେ ବାଜିମାତ୍ କରିବ ବୋଲି ମୁରଲୀଙ୍କ ସମର୍ଥକ ଦୃଢକ୍ତି ପ୍ରକାଶ କହିଛନ୍ତି ।

Show More

Related Articles

Back to top button