
ଭୁବନେଶ୍ବର, ୨୭/୦୪ – ବିଜେପି ପକ୍ଷରୁ ଆଜି ଆଉ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆଜି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାକୁ ମିଶାଇ ଏଯାଏଁ ୧୪୧ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଦଳ। ଆଉ ୬ ଆସନରେ ଏବେବି ପ୍ରାର୍ଥୀ ଘୋଷଣା ବାକି ରହିଛି ।
ଆଜି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକା …..
ତେଲକୋଇ – ଡକ୍ଟର ଫକୀର ମୋହନ ନାଏକ
ଚମ୍ପୁଆ – ମୂରଲୀ ମନୋହର ଶର୍ମା
ବସ୍ତା – ରବୀନ୍ଦ୍ର ଅଣ୍ଡିଆ
ବାସୁଦେବପୁର – ବାଣିକଲ୍ୟାଣ ମହାନ୍ତି
ହିନ୍ଦୋଳ – ସୀମାରାଣୀ ନାୟକ
ସାଲେପୁର – ଅରିନ୍ଦମ ରାୟ
କେନ୍ଦ୍ରାପଡ଼ା – ଗୀତାଞ୍ଜଳି ସେଠୀ
ଖୋର୍ଦ୍ଧା – ପ୍ରଶାନ୍ତ ଜଗଦ୍ଦେବ
