ରାଜନୀତିରାଜ୍ୟ

ଓଡ଼ିଶାରେ ୧ ଲୋକସଭା ଓ ୧୧ ବିଧାନସଭା ଆସନପାଇଁ ସିପିଆଇର ପ୍ରାର୍ଥୀ ଘୋଷଣା ।

ଭୁବନେଶ୍ୱର- ୨୨/୦୪ – ରାଜ୍ୟର ଗୋଟିଏ ଲୋକସଭା ଓ ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ସିପିଆଇ । ଜଗତସିଂହପୁର ଲୋକସଭା ଆସନରେ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ୧୧ଟି ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ସିପିଆଇ ।

୧୧ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ….

ଛତ୍ରପୁର – ରଘୁନାଥ ପ୍ରଧାନ
ସୁନ୍ଦରଗଡ – ରାଜେନ୍ଦ୍ର ନାୟକ
ବ୍ରଜରାଜନଗର – ରମେଶ ଚନ୍ଦ୍ର ତ୍ରିପାଠୀ
ବାଲିକୁଦା-ଏରସମା – ଅଭିଜିତ ସାହୁ

କବିସୂର୍ଯ୍ୟନଗର – ପ୍ରବୀଣ ଦାଶ
ନୀଳଗିରି – ଅଜୟ ପଟ୍ଟନାୟକ
ପାରାଦୀପ – ଜିନ୍ମୟୀ ସାହାଣୀ
ନିମାପଡା – ମନୋଜ ପଟ୍ଟନାୟକ
ଭୁବନେଶ୍ୱର ଉତ୍ତର – ଶଙ୍କର୍ଷଣ ପରିଡା
ଲକ୍ଷ୍ମୀପୁର – କୁମାର ଜାନି
କଣ୍ଟାବଞ୍ଜି – ପାଣ୍ଡବ ଭୋଇ

Show More

Related Articles

Back to top button