
ଭୁବନେଶ୍ୱର/୧୮/୦୪ – ୨୦୨୪-ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍ମୀ ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି । ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି ।
ଜାଣନ୍ତୁ କିଏ କେଉଁଠୁ……
ପଦମପୁର- ବାଲ୍ମକୀ ନାୟକ
ବରଗଡ଼- ଆଶୀଷ ଶତପଥୀ
ଅତାବିରା- ଜୟକୃଷ୍ଣ ଛୁରିଆ
ଭଟଲୀ- ଶାହରୁଖ ଲୋଧିଆ
ବ୍ରଜରାଜନଗର- କୁମୁଦ ରଞ୍ଜନ ପ୍ରସାଦ
ବଣାଇ- କୁନି ମୁଣ୍ଡା
ରେଙ୍ଗାଳୀ- ସୀତାକାନ୍ତ ରୋହିଦାସ
ଉଦଳା- ରାଜକିଶୋର ମାରାଣ୍ଡି
ମୋରଡ଼ା- ଶଙ୍କର୍ଷଣ ମିଶ୍ର
ବଡ଼ଚଣା- ବିଜୟ ଦାସ
ଢେଙ୍କାନାଳ- ଭରତ କୁମାର ଦାସ
ଅନୁଗୁଳ- ଦୀପ୍ତିମୟୀ ଦାଶ
ବଲାଙ୍ଗୀର- ଆଶୀଷ ପାଣ୍ଡେ
ଭବାନୀପାଟଣା- ରମେଶ ନାଏକ
ନର୍ଲା- ପୃଥ୍ୱୀରାଜ ଛତ୍ରିଆ
ଜି.ଉଦୟଗିରି- ଯଉବନ ମଲ୍ଲିକ
ବୌଦ୍ଧ- ସ୍ମୃତି ସରସ୍ୱତୀ ସ୍ୱାଇଁ
ଆଠଗଡ଼- ଦେବୀପ୍ରସାଦ ମହାପାତ୍ର
ଚୌଦ୍ୱାର କଟକ- ବିଜୟଲକ୍ଷ୍ମୀ ମହାପାତ୍ର
ମାହାଙ୍ଗା- ଶାରଦା ପ୍ରସାଦ ଦାଶ
ପାଟକୁରା- ଅଶୋକ କୁମାର ତ୍ରିପାଠୀ
ମହାକାଳପଡ଼ା- ବୈବାମନୁ ବେଉରା
ବାଲିକୁଦା ଏରସମା- ବରଦା ପ୍ରସନ୍ନ ସାହୁ
ପୁରୀ- ସତ୍ୟଜିତ ମହାନ୍ତି
ବ୍ରହ୍ମଗିରି- ଅଶ୍ୱିନୀ କୁମାର ସାମନ୍ତ ସିଂହାର
ଭୁବନେଶ୍ୱର ଉତ୍ତର- ସୋମନାଥ ରାଉତ
ଦଶପଲ୍ଲା- ଅଶୋକ ନାୟକ
ଭଞ୍ଜନଗର- କବିରାଜ ବେହେରା
ଛତ୍ରପୁର- ରିତୁ କୁମାରୀ ସେଠୀ
ଗୋପାଳପୁର- ପି ନୀଳକଣ୍ଠ
ବ୍ରହ୍ମପୁର- ସୁବାସ ଚନ୍ଦ୍ର ରାଉତ
ଦିଗପହଣ୍ଡି- ପି ମନୋଜ କୁମାର
ଚିକିଟି- ଡୁକା ଶ୍ରୀନିବାସ
ପାରଳାଖେମୁଣ୍ଡି- ମନୋଜ ବଡ଼ନାଏକ
ଜୟପୁର- ଗୌରୀଚରଣ ଦେବଶର୍ମା
କୋରାପୁଟ- କର୍ପୁର ହନ୍ତାଳ
ଚିତ୍ରକୋଣ୍ଡା- ଶରତ ଚନ୍ଦ୍ର ବୁରୁଡ଼ା

