
ଭୁବନେଶ୍ୱର/୧୮/୦୪ – କଂଗ୍ରେସ ଆଜି ଆଉ ୪ଟି ବିଧାନସଭା ଆସନପାଇଁ ପ୍ରାର୍ଥୀ ଘୋଷଣା କରିଛି ।ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର ଉତ୍ତର ଆସନରୁ ଅଶୋକ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏଥିସହ ଏବେ ସୁଦ୍ଧା ୧୨୬ ବିଧାନସଭା ଆସନପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ ।
