
ଭୁବନେଶ୍ୱର/୧୬/୦୪ – ଆସିଲା ବିଜେପିର ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୨୧ ଜଣଙ୍କ ନାଁ ପ୍ରକାଶ ପାଇଛି । ରାଉରକେଲା ଆସନରୁ ଦିଲୀପ ରାୟଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ଏ ପର୍ଯ୍ୟନ୍ତ ୧୩୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ବିଜେପି । ଚମ୍ପୁଆ ସମେତ ଆଉ ୧୪ ଟି ଆସନରେ ପ୍ରାର୍ଥୀ ଘୋଷଣା ବାକିରହିଛି ।
ଦେଖନ୍ତୁ କେଉଁ ଆସନରୁ କିଏ ପ୍ରାର୍ଥୀ ହେଲେ ……
ରାଉରକେଲା-ଦିଲୀପ ରାୟ
ପାଟଣା-ଅଖିଳ ଚନ୍ଦ୍ର ନାଏକ
ସାରସକଣା-ଭାଦବ ହାଁସଦା
ରାଇରଙ୍ଗପୁର- ଜଲେନ ବାରଦା
ବାଙ୍ଗିରିପୋଷି-ସଞ୍ଜଳି ମୁର୍ମୁ
କରଞ୍ଜିଆ-ପଦ୍ମଚରଣ ହାଇବୁରୁ
ଝରିଗାଁ-ନରସିଂହ ଭତ୍ରା
ଡାବୁଗାଁ-ସୋମନାଥ ପୂଜାରି
ରାଜନଗର-ଲଳିତ ବେହେରା
ବାଲିକୁଦା-ଏରସମା- ସତ୍ୟ ସାରଥୀ ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାଶ
କାକଟପୁର- ବାଇଧର ମଲ୍ଲିକ
ରଣପୁର-ସୁରମା ପାଢୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ-ଜଗନ୍ନାଥ ନୁନ୍ଦ୍ରୁକା
ରାୟଗଡା-ବସନ୍ତ କୁମାର ଉଲାକା
ଲକ୍ଷ୍ମୀପୁର-କୈଳାସ କୁଲେସିକା
କୋଟପାଡ-ରୁପୁ ଭତ୍ରା
ପଟ୍ଟାଙ୍ଗି-ଚୈତନ୍ୟ ନନ୍ଦିବଳୀ
ଚିତ୍ରକୋଣ୍ଡା-ଡମ୍ବରୁ ସିସା
