ରାଜନୀତିରାଜ୍ୟ

ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।

ଭୁବନେଶ୍ୱର/୧୪/୦୪ – କଂଗ୍ରେସ ପ୍ରକାଶ କଲା ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଆଉ ୭୫ ଆସନ ପାଇଁ  ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ଚମ୍ପୁଆରୁ ଯଶୋବନ୍ତ ଲାଗୁରୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବରୁ କଂଗ୍ରେସ ୪୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଏବେ ସୁଦ୍ଧା ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି ।

ଜାଣନ୍ତୁ କିଏ କେଉଁଠାରୁ ପ୍ରାର୍ଥୀ ହେଲେ…

Show More

Related Articles

Back to top button