
ଭୁବନେଶ୍ୱର/୦୨/୦୪ – ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ଦଳ।
ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ।
ଦେଖନ୍ତୁ ପୁରା ତାଲିକା ……
କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକା:
ବରଗଡ଼- ସଂଜୟ ଭୋଇ,
ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ
ବଲାଙ୍ଗିର- ମନୋଜ ମିଶ୍ର
କଳାହାଣ୍ଡି- ଦ୍ରୌପଦୀ ମାଝୀ
ନବରଙ୍ଗପୁର- ଭୁଜବଳ ମାଝୀ
କନ୍ଧମାଳ- ଅମିର ଚାନ୍ଦ ନାୟକ
ବ୍ରହ୍ମପୁର- ରଶ୍ମିରଂଜନ ପଟ୍ଟନାୟକ
କୋରାପୁଟ- ସପ୍ତଗିରି ଉଲାକା

୪୯ ବିଧାନସଭା ପ୍ରାର୍ଥୀ ତାଲିକା ।
ନୂଆପଡ଼ା- ଶରତ ପଟ୍ଟନାୟକ
ପଦ୍ମପୁର- ଟଙ୍କଧର ସାହୁ
ବିଜେପୁର- କିଶୋର ଦଫାଦାର
ବରଗଡ଼- ନିପନ ଦାସ
ଭଟଲୀ- ବ୍ରହ୍ମା ମହାକୁଡ଼
ବ୍ରଜରାଜନଗର- କିଶୋର ପଟେଲ
ତଳସରା- ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
ରଘୁନାଥପାଲୀ- ଗୋପାଳ ଦାସ
ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
ରାଜଗାଙ୍ଗପୁର- ରାଜନ ଏକ୍କା
ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର
ପାଟଣାଗଡ଼- ଅନୀଲ ମେହେର
ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
କଣ୍ଟାବାଞ୍ଝି- ସନ୍ତୋଷ ସିଂ ସାଲୁଜା
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ- ହାରାବତୀ ଗଣ୍ଡ
ନବରଙ୍ଗପୁର- ଦିଲୀପ ପ୍ରଧାନୀ
ଡାବୁଗାଁ- ଲିପିକା ମାଝୀ
ଲାଞ୍ଜିଗଡ଼- ବଳଭଦ୍ର ମାଝୀ
ଜୁନାଗଡ଼- ତୁଳେଶ୍ୱର ନାଏକ
ଧର୍ମଗଡ଼- ରଶ୍ମୀରେଖା ରାଉତ
ଭବାନୀପାଟଣା- ସାଗର ଦାସ
ନର୍ଲା- ଭକ୍ତ ଚରଣ ଦାସ
ବାଲିଗୁଡ଼ା- ସୁରଦ ପ୍ରଧାନ
ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
ଫୁଲବାଣୀ- ପ୍ରତିଭା କହଁର
କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
ବୌଦ୍ଧ- ନବ ମିଶ୍ର
ଭଂଜନଗର- ପ୍ରଶାନ୍ତ ବିଷୋୟୀ
ପୋଲସରା- ଅଗସ୍ତୀ ବରଦା
କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ
ସୋରଡ଼ା- ହରିକ୍ରିଷ୍ଣା ରଥ
ସାନଖେମୁଣ୍ଡି- ରମେଶ ଜେନା
ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ
ମୋହନା- ଦାଶରଥୀ ଗମାଙ୍ଗ
ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
ଗୁଣୁପୁର- ସତ୍ୟଜିତ ଗୋମାଙ୍ଗୋ
ବିଷମକଟକ- ନୀଳ ମାଧବ ହିକକା
ରାୟଗଡ଼ା- କଡ୍ରାକା ଆଲାପାସ୍ଵାମୀ
ଲକ୍ଷ୍ମୀପୁର- ପବିତ୍ର ସାଉନ୍ତା
କୋଟପାଡ଼- ଅନାମ ଦିଆଁ
ଜୟପୁର- ତାରା ପ୍ରସାଦ ବାହିନୀପତି
କୋରାପୁଟ – କୃଷ୍ଣ ଚନ୍ଦ୍ର କୁଲଦୀପ
ପଟଙ୍ଗୀ- ରାମଚନ୍ଦ୍ର କାଡାମ୍
ମାଲକାନଗିରି- ମାଲା ମାଢ଼ି
ଚିତ୍ରକୋଣ୍ଡା- ମଙ୍ଗୁ ଖିଲା
ଏହି ୪୯ ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୨ଟି ଆସନ, ବଣେଇ- ସିପିଆଇଏମ୍ ପାଇଁ ଏବଂ ବୀରମିତ୍ରପୁର- ଜେଏମଏମ୍ ପାଇଁ ଛାଡ଼ିଛି ।

