ରାଜନୀତିରାଜ୍ୟ

ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ।

ଆଜି ପ୍ରଥମ ପର୍ଯ୍ୟାୟରେ ୧୧୨ ପ୍ରାର୍ଥୀଙ୍କ ନାଁ ଘୋଷଣା ।

ଭୁବନେଶ୍ୱର/୦୨/୦୪ – ପ୍ରକାଶ ପାଇଛି ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ଆଜି ପ୍ରଥମ ପର୍ଯ୍ୟାୟରେ ୧୧୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଚାନ୍ଦବାଲି ବିଧାନସଭା ଆସନରୁ ଲଢ଼ିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେହିପରି ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଶିଶିର ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି ।

ଦେଖନ୍ତୁ ପୁରା ତାଲିକା ……

ଚାନ୍ଦବାଲି- ମନମୋହନ ସାମଲ
ସମ୍ବଲପୁର- ଜୟନାରାୟଣ ମିଶ୍ର 
ପାଟଣାଗଡ଼- କନକ ବର୍ଦ୍ଧନ ସିଂହଦେଓ
ଭବାନୀପାଟଣା- ପ୍ରଦୀପ୍ତ ନାଏକ
ବ୍ରଜରାଜନଗର- ସୁରେଶ ପୂଜାରୀ
ଦିଗପହଣ୍ଡି- ସିନ୍ଧାନ୍ତ ମହାପାତ୍ର
ପଦ୍ମପୁର- ଗୋବର୍ଦ୍ଧନ ଭୁଏ
ବିଜେପୁର- ସନତ ଗଡ଼ତିଆ
ବରଗଡ଼- ଅଶ୍ବିନୀ ଷଡ଼ଙ୍ଗୀ
ଅତାବିରା- ନିହାର ମହାନନ୍ଦ
ଭଟଲୀ- ଈରାଶିଷ ଆଚାର୍ଯ୍ୟ
ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ
ତଳସରା- ଭବାନୀଶଙ୍କର ଭୋଇ
ସୁନ୍ଦରଗଡ଼- କୁସୁମ ଟେଟେ
ବୀରମିତ୍ରପୁର- ଶଙ୍କର ଓରାମ
ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ
ରାଜଗାଙ୍ଗପୁର- ନରସିଂହ ମିଞ୍ଜ
ବଣାଇ- ସେବତୀ ନାଏକ
କୁଚିଣ୍ଡା- ରବି ନାରାୟଣ ନାଏକ
ରେଙ୍ଗାଲି- ନାଉରୀ ନାଏକ
ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର
ଦେବଗଡ଼- ସୁବାସ ପାଣିଗ୍ରାହୀ
ଆନନ୍ଦପୁର- ଆଲୋକ ସେଠୀ
କେନ୍ଦୁଝର- ମୋହନ ମାଝୀ
ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ
ଉଦଳା- ଭାସ୍କର ମଢ଼େଇ
ବଡ଼ସାହି- ସନାତନ ବିଜୁଳି
ବାରିପଦା- ପ୍ରକାଶ ସୋରେନ
ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ବର- ବ୍ରଜ ପ୍ରଧାନ
ବାଲେଶ୍ବର- ମାନସ ଦତ୍ତ
ରେମୁଣା- ଗୋବିନ୍ଦ ଦାସ
ସୋର- ରାଜେନ୍ଦ୍ର ଦାସ
ସିମୁଳିଆ- ପଦ୍ମଲୋଚନ ପଣ୍ଡା
ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର
ଧାମନଗର- ସୂର୍ଯ୍ୟବଂଶୀ ସୂରଜ
ବିଂଝାରପୁର- ବବିତା ମଲ୍ଲିକ
ବଡ଼ଚଣା- ଅମର ନାୟକ
ଧର୍ମଶାଳା- ସ୍ମୃତିରେଖା ପହି
ଯାଜପୁର- ଗୌତମ ରାୟ
କୋରେଇ- ଆକାଶ ଦାସ ନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର- ଶତୃଘ୍ନ ଜେନା
ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ
ପାଲଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳିନ୍ଦୀ ସାମଲ
ଛେଣ୍ଡିପଦା- ଅଗସ୍ତୀ ବେହେରା
ଆଠମଲ୍ଲିକ- ସଂଜୀବ ସାହୁ
ବୀରମହାରାଜପୁର- ରଘୁନାଥ ଜଗଦଳା
ସୋନପୁର- ପ୍ରମୋଦ ମହାପାତ୍ର
ଲୋଇସିଂହା- ମୁକେଶ ମହାଲିଙ୍ଗ
ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼- ନବୀନ ଜୈନ
କଣ୍ଟାବାଂଜି- ଲକ୍ଷ୍ମଣ ବାଗ
ନୂଆପଡ଼ା- ଅଭିନନ୍ଦନ ପଣ୍ଡା
ଖଡ଼ିଆଳ- ହିତେଶ ବଗର୍ତ୍ତୀ,
ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର- ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼- ରମେଶ ମାଝୀ
ଜୁନାଗଡ଼- ମନୋଜ ମେହେର
ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ
ନର୍ଲା- ଅନୀରୁଦ୍ଧ ପ୍ରଧାନ
ବାଲିଗୁଡ଼ା- କଳ୍ପନା କହଁର
ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ- ଉମାଚରଣ ମଲ୍ଲିକ
ଅନୁଗୁଳ- ପ୍ରତାପ ପ୍ରଧାନ
କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ
ବୌଦ୍ଧ- ସରୋଜ ପ୍ରଧାନ
ବଡ଼ମ୍ବା- ସମ୍ବିତ ତ୍ରିପାଠୀ
ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼- ଅଭୟ ବାରିକ
ଚୌଦ୍ବାର- ନୟନ କିଶୋର ମହାନ୍ତି
ନିଆଳି- ଛବି ମଲ୍ଲିକ
କଟକ ସଦର- ପ୍ରକାଶ ସେଠୀ
ମାହାଙ୍ଗା- ସୁମନ୍ତ ଘଡ଼େଇ
ପାଟକୁରା- ତେଜେଶ୍ବର ପରିଡ଼ା
ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ
ପାରାଦୀପ- ସଂପଦ ସ୍ବାଇଁ
ତିର୍ତ୍ତୋଲ- ରାଜକିଶୋର ବେହେରା
ନିମାପଡ଼ା- ପ୍ରଭାତି ପରିଡ଼ା
ପୁରୀ- ଜୟନ୍ତ ଷଡ଼ଙ୍ଗୀ
ବ୍ରହ୍ମଗିରି- ଉପାସନା ମହାପାତ୍ର
ସତ୍ୟବାଦୀ- ଓମ୍‌ ପ୍ରକାଶ ମିଶ୍ର
ପିପିଲି- ଆଶ୍ରିତ ପଟ୍ଟନାୟକ
ଜୟଦେବ- ଅରବିନ୍ଦ ଢ଼ାଲି
ଭୁବନେଶ୍ବର ମଧ୍ୟ- ଜଗନ୍ନାଥ ପ୍ରଧାନ
ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
ଭୁବନେଶ୍ବର ଏକାମ୍ର- ବାବୁ ସିଂହ
ଜଟଣୀ- ବିଶ୍ବରଂଜନ ବଡ଼ଜେନା
ଚିଲିକା- ପୃଥ୍ବୀରାଜ ହରିଚନ୍ଦନ
ରଣପୁର- ତାପସ ମାର୍ଥା
ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ
ଦଶପଲ୍ଲା- ରାଘବ ମଲ୍ଲିକ
ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ
ଭଂଜନଗର- ପ୍ରଦ୍ୟୁମ୍ନ ନାଏକ
ପୋଲସରା- ଗୋକୁଳାନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର- ପ୍ରତାପ ନାୟକ
ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ
ଆସିକା- ସରୋଜ ପାଢ଼ୀ
ସୋରଡ଼ା- ନୀଳମଣି ବିଷୋୟୀ
ହିଂଜିଳି- ଶିଶିର ମିଶ୍ର
ଗୋପାଳପୁର- ବିଭୂତି ଜେନା
ବ୍ରହ୍ମପୁର- କେ. ଅନୀଲ କୁମାର
ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
ଚିକିଟି- ମନୋରଂଜନ ଦ୍ୟାନସାମନ୍ତରାୟ

ପାରଳାଖେମୁଣ୍ଡି- କେ. ନାରାୟଣ ରାଓ
ଗୁଣପୁର- ତ୍ରିନାଥ ଗମାଙ୍ଗ
କୋରାପୁଟ- ରଘୁରାମ ମାଛ
ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ
ମାଲକାନଗିରି- ନରସିଂହ ମାଡ଼କାମୀ

Show More

Related Articles

Back to top button