କେନ୍ଦୁଝରଜିଲ୍ଲା

ପୋଖରୀରୁ ୮ ଫୁଟର ଅହିରାଜ ସାପ ଉଦ୍ଧାର ।

ପାଟଣା/୦୧.୦୪ – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ,  ତୋଣ୍ଡ ବିଟ୍ ଜାମୁଳେଇବେଡ଼ା ଗ୍ରାମ ପୋଖରୀରୁ ଏକ ୮ ଫୁଟର ଅହିରାଜ ସାପକୁ ବନ ବିଭାଗ ଉଦ୍ଧାର  କରିଛି । ଗାଁ ର ଏକ ପୋଖରୀରେ ବିରାଟ ସାପକୁ ସ୍ଥାନୀୟ ଲୋକେ ଦେଖିବା ପରେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ପାଟଣା ବନପାଳ, ରେସକ୍ୟୁ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ସାପ ତିକୁ ଉଦ୍ଧାର କରିବା ପରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଛନ୍ତି ।

Show More

Related Articles

Back to top button